DIVINE-LIGHT @[email protected]
489 subscribers - no pronouns :c
in the future - u will be able to do some more stuff here,,,!! like pat catgirl- i mean um yeah... for now u can only see others's posts :c
Today Affirmation -
ମୁଁ ମୋର ସେସବୁ ବିଚାର ଠାରୁ ଉପରକୁ ଆସୁଛି,ଯାହା ମତେ କ୍ରୋଧ ଏବଂ ଡରେଇ ବାକୁ ଚେଷ୍ଟା କରୁଛି।🧬🌈🌿😇🦋🌍💖
4 - 0
😊 Let's spread Love Happiness Healing and Peace.
ନମସ୍କାର୍ ଦର୍ଶକ ବନ୍ଧୁ🙏 ମୁଁ ଏହି Channel ରେ ଆତ୍ମ ବିଜ୍ଞାନ ବା Spiritual Awakening Journey ଉପରେ ମୋର ଯାହା ଅନୁଭୂତି ଅଛି ଆପଣଙ୍କ ସହ Share କରୁଛି।
ଏଥିରୁ ଯାହା ବି ଆପଣଙ୍କ ପରିସ୍ଥିତି, ଚେତନା ବା Energy ସହିତ ସମ୍ପର୍କ କରୁଛି Resonate କରୁଛି, ଆପଣ ସେସବୁ କୁ ଗ୍ରହଣ କରନ୍ତୁ😇 ବାକି କୁ ବେଶୀ ଧ୍ୟାନ ଦିଅନ୍ତୁ ନାହିଁ। ଛାଡ଼ି ଦିଅନ୍ତୁ, କାରଣ ଏହା ଆବଶ୍ୟକ ନୁହଁ ଯେ ସବୁ କିଛି ସହ ଆପଣ Resonate କରିବେ। So, Take What You Resonate 🌌😇💖
DIVINE-LIGHT