Channel Avatar

HANGER STORY @[email protected]

83K subscribers - no pronouns :c

🌟 Stay Connected with the Truth – Join Hanger Story! 🌟 Nam


Welcoem to posts!!

in the future - u will be able to do some more stuff here,,,!! like pat catgirl- i mean um yeah... for now u can only see others's posts :c

HANGER STORY
Posted 12 hours ago

122 - 16

HANGER STORY
Posted 2 days ago

ନବୀନଙ୍କ ବ୍ୟତୀତ ବିଜେଡିରେ ସର୍ବାଧିକ ଲୋକପ୍ରିୟ ନେତା କିଏ ?

3 - 1

HANGER STORY
Posted 2 days ago

ମୋହନ ସରକାରରେ ସବୁଠାରୁ ଲୋକପ୍ରିୟ ମନ୍ତ୍ରୀ କିଏ ?

0 - 1

HANGER STORY
Posted 2 days ago

୧୨ ତାରିଖକୁ ମୋହନ ସରକାରକୁ ବର୍ଷେ ପୁରିବ । ଆପଣ ୧୦ ରୁ ଏହି ସରକାରକୁ କେତେ ମାର୍କ ଦେବେ ?

2 - 1

HANGER STORY
Posted 4 days ago

ବିରୋଧୀ ଭୂମିକାରେ Bjd କୁ ବର୍ଷେ । ଶାସକ ଭୂମିକାରେ Bjd କୁ ବର୍ଷେ । କାହା ଶାସନ ଆପଣଙ୍କୁ ଠିକ ଲାଗିଲା ।

73 - 45

HANGER STORY
Posted 4 days ago

ଖାକିରେ କଳଙ୍କର ଛିଟା! ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ

ସମ୍ବଲପୁରର ବରେଇପାଲି ଥାନାରେ କାର୍ଯ୍ୟରତ କନେଷ୍ଟବଳ ବିରଞ୍ଚି ମୁଣ୍ଡା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ପରେ ତାଙ୍କୁ ଗିରଫ କରାଯାଇଛି।

1 - 1

HANGER STORY
Posted 6 days ago

ଆଜି କିଏ ଜିତିବ IPL ଫାଇନାଲ୍ ?

128 - 5

HANGER STORY
Posted 1 week ago

ମାଷ୍ଟର କ୍ୟାଣ୍ଟିନ ର ନାଁ ବଦଳାଇବା ଯୋଜନା କଣ' ସତରେ ଓଡ଼ିଆ ଅସ୍ମିତା ? ଆପଣଙ୍କ ମତରେ ଏହା କଣ ଠିକ ?

78 - 22

HANGER STORY
Posted 1 week ago

ରାଜ୍ୟରେ ଅଷ୍ଟମ କୋଭିଡ ରୋଗୀ ଚି଼ହ୍ନଟ । ଆଜି ବି କଟକରୁ ଜଣେ ଚି଼ହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା। ଖୋର୍ଦ୍ଧା ଜିଲ୍ଲାରୁ 6 ଓ କଟକ ଜିଲ୍ଲାରୁ 2 ।

4 - 0

HANGER STORY
Posted 1 week ago

ବେକାରୀ ବଢିବା ପାଇଁ କେଉଁ ଦଳ ଦାୟୀ ?

368 - 93